ରୋତ କଲେଜରେ ସାପ୍ତାହିକ ଆଲୋଚନା ଚକ୍ର
ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ବିଭାଗ, ଶିକ୍ଷା ବିଭାଗ, ଉଦ୍ଭିଦ ବିଜ୍ଞାନ ବିଭାଗ ଓ ଗଣିତ ବିଭାଗରେ ଆଜି ସାପ୍ତାହିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅନୁଷ୍ଠିତ "ଫକୀର ମୋହନଙ୍କ ଛ'!-->…
Read More...
Read More...