ଆଗଲପୁର ବିଡିଓଙ୍କୁ ଦାବୀପତ୍ର ଦେଲେ ପଂଚାୟତର ଇସି ଓ ଜିପିଏଲ୍ଏଫ୍ ସଭ୍ୟା
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ୨୦ଗୋଟି ପଂଚାୟତର ଇସି ଓ ଜିପିଏଲ୍ଏଫ୍ ସଭ୍ୟା ତାଙ୍କ ବକେୟା ପାଉଣାକୁ ନେଇ ଆଗଲପୁର ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଏହି ସଭ୍ୟାମାନେ ୨୦୨୨ ମସିହାଠାରୁ!-->…
Read More...
Read More...