ପେଲେସ୍ଲାଇନ ମୁଖ୍ୟ ରାସ୍ତାରେ ସଟ୍ ସାର୍କିଟ ଯୋଗୁଁ ହତୁହୁତୁ ହୋଇ ଜଳିଗଲା ଗଛ
				ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତାର ପେଲେସ୍ ଲାଇନ ରାଧାକୃଷ୍ଣ ମନ୍ଦିର ନିକଟରେ ରାସ୍ତା କଡରେ ଥିବା ଏକ ଗଛରେ ନିଆଁ ଲାଗିଯିବାରୁ ଗଛ ଟି ହୁତୁହୁତୁ ହୋଇ ଜଳି ଉଠିଥିବା ଦେଖିବାକୁ ମିଳିଛି । ଗଛ ଉପରେ ଇଲେକ୍ଟ୍ରି ତାର ଯାଇଥିବା ବେଳେ ସର୍ଟ ସାର୍କିଟ ଯୋଗୁଁ!-->…					
Read More...
				Read More...
