ପୁଣି ବିଜେଡିକୁ ଘର ବାହୁଡ଼ିଲେ କ୍ଷମାସିଂ ନିଆଲ ଓ ତାଙ୍କ ସମର୍ଥକ
ନୂଆପଡା : ନୂଆପଡା ରାଜନୀତି ଉଷ୍ମତା ରହିଥିବା ବେଳେ ବିଜେଡିର କୋମନା ବ୍ଲକର ଆଗଧାଡ଼ିର ନେତା ତଥା ଯାଦବ ସମାଜର ମଜବୁତ ନେତା କ୍ଷମା ସିଂ ନିଆଲ କିଛି ଦିନ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିର ବଡ଼ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । କିନ୍ତୁ ପୁଣି!-->…
Read More...
Read More...