pakka

ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତ ଶର୍ମା ହେଲେ କ୍ୟାପଟେନ୍‌ : ପୂଜାରା ଓ ରହାଣେ ବାହାରିଲେ

kalikesh

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା କରିଛି । ଦୁଇଟି ମ୍ୟାଚ୍‌ର ଟେଷ୍ଟ୍‌ ସିରିଜ୍‌ ପାଇଁ ୧୮ଜଣ ଖେଳଳୀଙ୍କୁ ବଛା ଯାଇଛି ଏବଂ ରୋହିତ ଶର୍ମାଙ୍କୁ ଦିଆଯାଇଛି କ୍ୟାପ୍‌ଟେନ୍‌ ଦାୟିତ୍ୱ । ଏହି ସିରିଜ୍‌ ପାଇଁ ଟେଷ୍ଟ୍‌ ଟିମ୍‌ରେ ଅଜିଙ୍କ୍ୟ ରହାଣେ ଏବଂ ଚେତେଶ୍ୱର ପୂଜାରାଙ୍କୁ ସ୍ଥାନ ମିଳିନାହିଁ । ଇଶାନ୍ତ ଶର୍ମା ଓ ରିଦ୍ଧିମାନ ସାହାଙ୍କୁ ମଧ୍ୟ ଟିମ୍‌ରୁ ବାହାର କରି ଦିଆଯାଇଛି । ଅନ୍ୟ ପକ୍ଷରେ ଉତ୍ତର ପ୍ରଦେଶର ସୌରଭ କୁମାରଙ୍କୁ ଟେଷ୍ଟ୍‌ ଟିମ୍‌ରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି ।

pp
Leave A Reply

Your email address will not be published.

eight − 6 =