csstore

ଚାଲିଛି ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଆଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଆଜି ଚାଲିଛି । ଭିଡ଼ିଓ କନଫରେନ୍ସ ମାଧ୍ୟମରେରେ ଜିଲ୍ଲାପାଳ‌ଙ୍କ କାର୍ୟ୍ୟାଳୟରେ ବୈଠକ ଚାଲିଥିବା ବେଳେ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାନ‌ନ୍ଦଙ୍କ ସମେତ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ଅଛନ୍ତି ।

jayashree
Leave A Reply

Your email address will not be published.