pakka

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ ନଂ. ୪, ୧୫ ଓ ୨୫ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ଅନ୍ତରୀଣ ଗଣତି ଫଳାଫଳରେ ବିଜେଡି ଆଗୁଆ

bbehera

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଆଜି ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଭୋଟ ଗଣତି ପ୍ରକିିୟା ଜାରି ରହିଛି । ଖପ୍ରାଖୋଲ ବ୍ଲକ ଜୋନ ନଂ. ୪ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ପ୍ରମିଳା ପାଥର ୧୪୫ ଭୋଟରେ ଆଗୁଆ ରହିଥିବା ବେଳେ ପାଟଣାଗଡ଼ ଜୋନ ନଂ. ୧୫ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କସ୍ତୁରୀ ସେଠି ୧୩୧ଭୋଟ ପାଇଁ ଆଗୁଆ ରହିଛନ୍ତି । ସେହିପରି ବେଲପଡା ଜୋନ ନଂ. ୨୫ରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଜାତା ଛତ୍ରିଆ ୧୫୯ ଆଗୁଆ ରହିଥିବା ଭୋଟ ଗଣତିର ଅନ୍ତରୀଣ ଫଳାଫଳ ତଥ୍ୟ ଅନୁସାରେ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

eight + 17 =