om academy

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ

jsm

କେନ୍ଦ୍ରାପଡ଼ା : ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂ ଭିଜିଲାନ୍ସ ହାତରେ ଧରା ପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିବା ଜଣାପଡିଛି । ଖବର ଅନୁଯାୟୀ, ଭିଜିଲାନ୍ସ ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂଙ୍କଠାରୁ ଉକ୍ତ ଟଙ୍କା ଜବତ କରିଛି । ଏହାଛଡ଼ା ଏବେ ତାଙ୍କର କେନ୍ଦ୍ରାପଡ଼ା ଘର ଏବଂ ବାଲେଶ୍ୱରରେ ଥିବା ନିଜର ପୈତୃକ ବାସ ଭବନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

Leave A Reply

Your email address will not be published.