pakka

ବଲାଙ୍ଗିର ସହରରେ ଆଜିର ପନିପରିବା ଦର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଫୁଲକୋବି-୫୦ ଟଙ୍କା, ବଂଧାକୋବି- ୩୦ ଟଙ୍କା, ଟମାଟର୍‌- ୩୫ ଟଙ୍କା, ଭେଣ୍ଡି – ୪୦ ଟଙ୍କା, ବିମ୍‌ – ୬୦ ଟଙ୍କା, କଂଚା ମଟର – ୬୦ ଟଙ୍କା, ଝୁଲଣ – ୬୦ ଟଙ୍କା, ପୋଟଳ – ୭୦ ଟଙ୍କା, କେପ୍‌ସିକମ୍‌ – ୬୦ ଟଙ୍କା, ଗାଜର – ୬୦ ଟଙ୍କା, ବିଟ୍‌ – ୮୦ ଟଙ୍କା, ବାଇଗଣ – ୪୦ ଟଙ୍କା, ଅମୃତଭଣ୍ଡା – ୧୦ ଭାଜି ଶାଗ – ୩୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୭୦ ଟଙ୍କା, ଆଳୁ – ୫୦ ଟଙ୍କା, ପିଆଜ – ୬୦ ଟଙ୍କା, କାକୁଡ଼ି – ୨୦ ଟଙ୍କା, କଖାରୁ (ମାଖନ) – ୧୫ ଟଙ୍କା, ଧନିଆଁ ପତ୍ର – ୧୫୦ ଟଙ୍କା, କଂଚାଲଙ୍କା – ୬୦ ଟଙ୍କା, ଭାଜି ଶାଗ – ୩୦ ଟଙ୍କା, ମେଥି ଶାଗ – ୮୦ ଟଙ୍କା ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

jay balangir
Leave A Reply

Your email address will not be published.

five + 20 =