jsm

ରମ୍ଭା ଏନ୍‌ଏସିର ଅପ୍ରତିଦ୍ୱନ୍ଦି ଉପାଧ୍ୟକ୍ଷ ଭାବେ କାଳିଆ ତରାଇ ନିର୍ବାଚିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗୁରୁବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷିତ ଓ ନୀତି ନିୟମ ଭିତ୍ତି କରି ୧୧ ନମ୍ବର ୱାର୍ଡର କାଉନସିଲର ନିର୍ଦ୍ୱନ୍ଦ୍ୱ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଫିସର ଜ୍ୟୋତିର୍ମୟ ଦାସଙ୍କ ଠାରୁ ପ୍ରକାଶ । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ବିଜେପି ଜିଲ୍ଲା ସଭାପତି ଅଶୋକ ମିଶ୍ର, ରମ୍ଭା ନଗର ସଭାପତି ସିମାଞ୍ଚଳ ବଡ଼ତ୍ୟା, ନବାଗତା ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ପୂର୍ବତନ କାଉନସିଲର ମୁନା ସ୍ୱାଇଁ, ମହେଶ୍ୱର ବେହେରା, ଚିନ୍ତାମଣି ବେହେରା, ରମେଶ ସାହୁ, କେଦାର ବାରିକ ସମେତ ସମସ୍ତ ନବନିର୍ବାଚି କାଉନସିଲର ଡଲି ବେହେରା, ଜୟନ୍ତୀ ଗୌଡ଼, କୁମାରୀ ଜାନି, ବନ୍ଦନା ଗୌଡ଼, ମଞ୍ଜୁଳା ସେଠି, ସରୋଜିନୀ ସେନାପତି, ଅଭିନାଥ ବେହେରା, ସୁବାଷ ବେହେରା, ଜ୍ୟୋସ୍ନା ରାଣୀ ବେହେରା ସମେତ ବହୁ ଦଳୀୟ କର୍ମୀ, ରାଜନେତା, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.