csstore

ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ନିମନ୍ତେ ସମସ୍ତଙ୍କୁ ନିଜ ଘରେ ଆମ ଜାତୀୟ ପତାକା ଲଗାଇ ଉଡ଼ାଇବାକୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏହି ବାର୍ତ୍ତାକୁ ପହଞ୍ଚାଇବାକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ତ୍ରିରଙ୍ଗା ପତାକାକୁ ଧରି ତାଙ୍କ ନିଜ ପାଇକମାଲ ବାସନ ଭବନରେ ଉଡ଼ାଇବା ସହ ହର ଘର ତ୍ରିରଙ୍ଗାର ବାର୍ତ୍ତା ଦେବା ସହ ସମସ୍ତଙ୍କ ଘରେ ଜାତୀୟ ପତାକା ଉଡ଼ାଇବାକୁ ସେ ନିବେଦନ କରିଛନ୍ତି ।

jayashree
Leave A Reply

Your email address will not be published.