jayashree

ବାହନଗା ଟ୍ରେନ୍ ଟ୍ରାଜେଡି ଘଟଣା : ବିଦା ହେଲେ ଜେନେରାଲ ମ୍ୟାନେଜର

ବାଲେଶ୍ୱର : ବାହନଗା ରେଳ ଦୁର୍ଘଟଣା ଟ୍ରାଜେଡି ଘଟଣାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଦୁର୍ଘଟଣାର ପାଖାପାଖି ମାସେ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୨ ଶହ ୯୧ ଜଣ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ୧୯୮୫ ବ୍ୟାଚର ଭାରତୀୟ ରେଲେଓ୍ଵ ଟ୍ରାଫିକ୍‌ ସର୍ଭିସ ଅଧିକାରୀ ଅର୍ଚ୍ଚନା ଯୋଶୀ, ଯିଏ ୨୦୨୧ ଜୁଲାଇ ୩୦ ତାରିଖରେ ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ତାଙ୍କୁ ବିଦା କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.