ବିଭିନ୍ନ ମରାମତି କାମ ତଦାରଖ କରୁଛନ୍ତି ଅଧିକାରୀମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ବଡ଼ ଘାଇ ଏବଂ ଘଳିଆଗୁଡ଼ିକୁ ବନ୍ଦ କରାଯିବା କାର୍ଯ୍ୟ ଜଳ ସଂପଦ ବିଭାଗ ଦ୍ୱାରା ଜାରି ରହିଛି । ବିଭାର ବରିଷ୍ଠ ଅଧିକାରୀଙ୍କ ସମେତ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ମରାମତି କାମ ତଦାରଖ କରୁଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.