ଆଜି ପବିତ୍ର ମହାଶିବରାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶୈବ ପୀଠ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବ ପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି ପଡୁଛି । ଉତ୍ସାହ ଉଦ୍ଦୀପନାର ସହ ପୂଜା ପାଠରେ ଲିପ୍ତ ଅଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତଗଣ । ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶୈବ ପୀଠ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବ ପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି ପଡୁଛି । ଉତ୍ସାହ ଉଦ୍ଦୀପନାର ସହ ପୂଜା ପାଠରେ ଲିପ୍ତ ଅଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତଗଣ ।

Leave A Reply

Your email address will not be published.

3 + eight =