om academy

୭ ବର୍ଷର୍ ଛୁଆ ସାହିଲ୍ କେ ଅସ୍ତ୍ରୋପଚାର୍ ଲାଗି କଟକ୍ ଏସ୍‌ସିବି ବଡ୍ ମେଡିକାଲ କେ ନେଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍

jsm

ସୁ‌ନ୍ଦରଗଡ଼ : କିଛି ଦିନ୍ ଆଘୋ ନୁ ସୋସିଆଲ ମିଡିଆରେ ପୋଷ୍ଟ୍ ହେଇଥିଲା ଯେ ୨ ବରଷ୍ ହେଲା ଗୁଟେ ଛୁଆର୍ ଗୋଡ୍ ପୁଡବାର୍, ହେଲେ ଚିକିତ୍ସା ଲାଗି ବାଧକ୍ ସାଜିଥିଲା ଅର୍ଥ । ସୁନ୍ଦରଗଡ଼୍ ଜିଲ୍ଲା ଭବାନୀପୁର୍ ଗାଁର ଇ ଦୁଃଖ୍ ଦାୟକ୍ ଅବସ୍ଥା କେ ନା ଦେଖିଥିଲା ପ୍ରଶାସନ୍, ନା ଆସିଥିଲେ କେହେନ୍‌ସି ଜନ ପ୍ରତିନିଧି । ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚର ଦିନେଶ ଆର୍ ମୋନାଲିସା ଇ ଛୁଆ କେ ନେଇ କରି କଟକ୍ ନେଇଥିଲେ । ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ୍ ନେ ଡାକ୍ତରଙ୍କୁ ଦେଖା ହେଲା ସୁନ୍ଦରଗଡ଼ର ୭ ବର୍ଷର୍ ଛୁଆ ସାହିଲ୍ କେ । ୨ ମାସର୍ ମେଡ଼ିସିନ୍ ଆଉ ମଲମ୍ ଦେଲା ପରେ ମା‌ର୍ଚ୍ଚ ୨୩ ତାରିଖ୍ ଗୋଡ଼ କେ ପ୍ଲାଷ୍ଟିକ୍ ସର୍ଜରୀ କରାଯିବା ବଲି କହିଛନ୍‌ ଡା‌କ୍ତର । ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଏନ୍‌ତା ଲୋକ୍‌ସେବା ଥି ଆଗ୍‌କେ ବଢ଼ୁ ବଲି ସଭେ ଶୁଭ୍‌ କାମନା କରିଛନ୍‌ ।

Leave A Reply

Your email address will not be published.

fifteen + 13 =