jsm

ପଣ୍ଡରା ସମାଜ ସାଂଗଠାନିକ ବୈଠକ

csstore

ଭଇଁଷା, (କେପିଏନ୍‌ଏସ୍‌) : ପଣ୍ଡରା ସମାଜର ଏକ ସାଂଗଠାନିକ ବୈଠକ ପାଟଣାଗଡ଼ ବ୍ଲକ ଧୁବଳପଡ଼ାଠାରେ ହୋଇଛି । ସଭାପତି ରାଏଧର ସା ବୈଠକରେ ସଭାପତିତ୍ୱ କରିଥିଲେ । ତିନିକାନି କେନ୍ଦ୍ର ସଭାପତି ଗଜପତି ବେହେରା, କେବାଡ କେନ୍ଦ୍ର ସଭାପତି ହେମରାଜ ସା, ବନ୍ଧପାଲି କେନ୍ଦ୍ର ସଭାପତି ବଳିଷ୍ଠ ବାରିକ, ଆଗଲପୁର ସଭାପିି ନୃପରାଜ ବେହେରା, ନୂଆପାଲି କେନ୍ଦ୍ର ସଭାପତି ଭରତ ବାରିକ, ବୋର୍ଡ ଉପସଭାପତି ଲଲଟା ସା, ଧୁବଲପଡ଼ା କେନ୍ଦ୍ର ଉପସଭାପତି ସୁରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଓ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ । କେନ୍ଦ୍ର ସମ୍ପାଦକ ବାସୁଦେବ ବିଶି ଶେଷରେ ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.