csstore

ସାଧାରଣତନ୍ତ୍ର ଦିବସରେ ବଲା‌ଙ୍ଗିର ଜି‌ଲ୍ଳାରେ ପତାକା ଉତ୍ତୋଳନ କରିବେ ଗଣଶିକ୍ଷା ମନ୍ତ୍ରୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଉ କିଛି ଦିନ ପରେ ସାଧାରଣତନ୍ତ୍ର ଦିବସ । ଆସନ୍ତା ୨୬ ତାରିଖରେ ଜି‌ଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ ବଲା‌ଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ଜାତୀୟ ପତାକା ଉତ୍ତୋଳନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ର‌ଞ୍ଜନ ଦାଶ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.