ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ

ପୁରୀ : ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ । ଆଜି ପୁରୀ ଗସ୍ତରେ ଆସି ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଛନ୍ତି । ଏହାପରେ ମା’ ବିମଳାଙ୍କ ମନ୍ଦିର ଓ ପାର୍ଶ୍ୱ ଦେବା ଦେବୀଙ୍କ ଦର୍ଶନ କରିଛନ୍ତି ।

Leave A Reply

Your email address will not be published.

5 + 2 =