ଆଜି ପ୍ରକାଶ ପାଇବ +୨ କଳା ରେଜଲ୍ଟ ଓଡିଶା By Koshala Prabaha On Thursday 8th June 2023, 11:17 am Share ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ । ଅପରାହ୍ଣ ୪ଟାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ-୨ ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି । www.orissaresult.nic.in ଏବଂ ସାମସ୍ ଇସ୍ପେସରେ ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । bhubaneswar news