jsm

ଶ୍ରୀରାମଜୀ ପାର୍ଟି ଗଣନାଟ୍ୟ ଲର୍କିପାଲି ବଲାଙ୍ଗିର ଆନୁକୂଲ୍ୟରେ ଶ୍ରୀରାମ ଲୀଳା ନାଟ୍ୟର ୭୫ତମ ବର୍ଷ ପୂର୍ତ୍ତି ସମାରୋହ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଶ୍ରୀରାମଜୀ ପାର୍ଟି ଗଣନାଟ୍ୟ ଲର୍କିପାଲି ବଲାଙ୍ଗିର ଆନୁକୂଲ୍ୟରେ ଶ୍ରୀରାମ ଲୀଳା ନାଟ୍ୟର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ପୂର୍ବତନ ବରିଷ୍ଠ କଳାକାର ରାମାନନ୍ଦ ରାଉତ୍, ଶୋଭାକର ନାଏକ, ମେଘ ତୁମ୍ନିଆଁ, ପୂର୍ଣ୍ଣଚନ୍ଦ୍ର ରାଉତ୍, ରମେଶ ଚନ୍ଦ୍ର ମାଝୀ, ଅଗସ୍ତି ନାଏକଙ୍କୁ ସମ୍ମାନିତ କରିବା ସହିତ ମାନପତ୍ର ମାନ ପ୍ରଦାନ କରାଯାଇଥିଲା । ଏଥିର ବଲାଙ୍ଗିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଲାଭ କରିଥିଲେ ଏବଂ ନରହରି ରାଉତଙ୍କ ଦ୍ଵାରା ଆଗାମୀ ଦିନରେ ଆମ ଅଞ୍ଚଳର କିପରି ଭାବରେ କଳାକୁ ବଞ୍ଚାଇ ରଖିବା ସେ ପ୍ରତି ବକ୍ତବ୍ୟ ରଖିଥିଲେ ।

yuvodaya
Leave A Reply

Your email address will not be published.