pakka

ରକ୍ତଦାନ ମହାନ ଦାନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ସକାଳେ ଦେଖିବାକୁ ମିଳିଲା ଏମତି ଏକ ଘଟଣା ଟେ ଯେଉଁଠି ଗୋଟେ ମନୁଷ୍ୟ ହିଁ ମନୁଷ୍ୟର ରକ୍ଷା କରିପାରେ । ଜଣେ ବ୍ୟକ୍ତିକୁ ରକ୍ତ ଦରକାର ଥିଲା ବେଳେ ସର୍ବଦା ପ୍ରସ୍ତୁତ ଓଡ଼ିଶା ଜୈନ ସମାଜର ମହା ମନ୍ତ୍ରୀ, ସମାଜ ସେବକ, କେସିଙ୍ଗାର ବହୁ ଚର୍ଚ୍ଚିତ ଭାଇ ଅନୁପ କୁମାର ଜୈନ । ଆଜି ପୁଣି ଥରେ ସେ ରକ୍ତଦାନ କରି ଶାନ୍ତି ପାଇଲେ ବୋଲି ପ୍ରକାଶ କରିଛନ୍ତି । ଆଖପାଖ ଅଂଚଳର ସବୁ ଲୋକମାନେ ତାଙ୍କର ସେବା ଭାବନାରୁ ଅବଗତ ଅଛନ୍ତି । ବିପଦ ପଡ଼ିଲେ ଭାଈ ଅନୁପ କୁମାର ଜୈନ ସବୁ ବେଳେ ଉପସ୍ଥିତ ରୁହନ୍ତି ।

jay balangir
Leave A Reply

Your email address will not be published.

one × 4 =

error: Content is protected !!