p purohi

ଯୁବ ଶିକ୍ଷକଙ୍କ ରକ୍ତଦାନ

dr. purohit

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ କଣ୍ଟାବାଞ୍ଜି ହସ୍ପିଟାଲରେ ନୀତି ଦିନ ରକ୍ତର ଅଭାବ ଦେଖିବାକୁ ମିଳୁଛି, ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ସେଚ୍ଛାକୃତ ରକ୍ତଦାନ ଦରକାରରେ ବଞ୍ଚି ଯାଉଛି ଲୋକଙ୍କ ଅମୂଲ୍ୟ ଜୀବନ, ସେହି ଭଳି ମଙ୍ଗଳବାର ଦିନ ଜଣେ ଗୁରୁତର ଶିଶୁ କନ୍ୟାକୁ ରକ୍ତ ଦରକାର୍ ପଡ଼ିବାରୁ ସାଇ ଭାଇ ସୋସିଆଲ୍ ଟିମ୍‌କୁ ଯୋଗାଯୋଗ କରାଯାଇଥିବା ଜଣାପଡିଥିଲା । ପରେ ଖବର ପାଇଁ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜନ ତଥା ନୋଡାଲ ସ୍କୁଲ କଣ୍ଟାବାଞ୍ଜିର ଯୁଗ ଶିକ୍ଷକ ଦିନେସ ମହାନନ୍ଦ ସ୍ୱେଚ୍ଛାକୃତ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି, ପେଶାରେ ଜଣେ ଶିକ୍ଷକତା ଓ ନିଶାରେ ଜଣେ ସମାଜ ସେବୀ ସ୍ୱେଚ୍ଛାକୃତ ରକ୍ତ ଦାତା, ତେଣୁ ତାଙ୍କୁ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ପାଲଟିବା ସହାନ୍ୟପାଇଁ ଏକ ଉଦାହରଣ ପାଲଟିଛନ୍ତି ।

nrusinghnath
Leave A Reply

Your email address will not be published.