ପିପିଲିରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ପିପିଲି : ପିପିଲିରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ‘କରୋନା ଯୁଦ୍ଧରେ ଗଣମାଧ୍ୟମର ଭୂମିକା’ ଶୀର୍ଷକରେ ବିଶେଷ ଆଲୋଚନା ହୋଇଥିବା ବେଳେ ଏଥିରେ ରାଜ୍ୟର ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକମାନେ ଯୋଗଦାନ କରିଥିôବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.