om academy

ମହରାପଦରରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା

jsm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ମହରାପଦର ଠାରେ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସରପଞ୍ଚ ସୁମତି ପ୍ରଧାନ ମୁଖ୍ୟ ଅତିଥି, ସମିତି ସଭ୍ୟା ଗୋଲାପୀ ଧରୁଆ, ପିଇଓ କ୍ଷୀରଧର ବରିହା, ଜିଆର୍‌ଏସ୍‌ ପ୍ରଦୀପ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳ ଶିକ୍ଷକ କ୍ଷୀରସିନ୍ଧୁ ବେହେରା, ଦୀପକ ରାଜହଂସ, ସୂରଜ ରାଜହଂସ, କରୁଣାକର ଧରୁଆ, ହେମରାଜ ଧରୁଆ, ତପେଶ୍ୱର ସୁନା, ରାମେଶ୍ୱର ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.