csstore

ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି । ଏଥିରେ ସଭାପତି ଭାବରେ ଆଇନଜୀବୀ ଆନନ୍ଦ କୁମାର ପଣ୍ଡା, ଉପସଭାପତି ସୁନୀଲ କୁମାର ପାଣିଗ୍ରାହୀ, ସମ୍ପାଦକ ହରିଶଙ୍କର ସିଂହ, ସହ ସମ୍ପାଦକ ଆଦିତ୍ୟ କୁମାର ରଥ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ଅଜିତ କୁମାର ଶତପଥୀ, ଗୌନ୍ତିଆ କୁମାର ସାହୁ, କେଶବ ସାହୁ ଓ ପ୍ରଦୀପ କୁମାର ସାହୁ ନିର୍ଦ୍ଵନ୍ଦରେ ଏ ବର୍ଷ ନିର୍ବାଚିତ ହୋଇଛନ୍ତି ।

jayashree
Leave A Reply

Your email address will not be published.