centurian jitm

ଦେଓଗାଁ ବ୍ଲକରେ ଦ୍ଵିତୀୟ ଦିନରେ ୭ୱାର୍ଡ ସଭ୍ୟ, ୪ ସରପଞ୍ଚ ସହ ଜଣେ ସମିତି ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର

nschool

ଦେଓଗାଁ, (ମନୀଷ କୁମାର ସାହୁ) : ନିର୍ବାଚନ କମିଶନଙ୍କ ବିଜ୍ଞାପନ ଅନୁସାରେ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୨ୟ ଦିନ ଥିଲା । ଏହି ଦିନ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ପ୍ରତ୍ୟାହାର କାର୍ଯ୍ୟକ୍ରମ ବ୍ଳକ କାର୍ଯ୍ୟାଳୟରେ ଥିଲା । ବ୍ଳକ କାର୍ଯ୍ୟାଳୟରେ ୭ଜଣ ୱାର୍ଡ଼ ସଭ୍ୟ ସହ ୩ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ୪ଜଣ ସରପଞ୍ଚ ପ୍ରାର୍ଥୀ ମଧ୍ୟରୁ ଦୁଇ ଜଣ କୁଳୁତାପଡ଼ା ପଞ୍ଚାୟତର, ଘୁଡ଼ଖାପଲା ଓ ଲଣ୍ଡାପଥର ପଞ୍ଚାୟତର ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ଏବଂ ମୁକୁନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.