csstore

ରାମଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ଡି ମୁରଲୀ କ୍ରିଷ୍ଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ, ନୃସିଂହନାଥ ନିକଟରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରଙ୍କୁ ଯାଇ ବରଗଡ ମଲ୍ଟି ନେସେନେଲ ହସ୍ପିଟାଲର ଏମ୍‌ଡି, ଡି ମୁରଲୀ କ୍ରିଷ୍ଣା ପୂଜା ଅର୍ଚନା କରିବା ସହ ମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟ ପାଇଁ ୨୫୦୦ ଘନ ଫୁଟ ଟାଇଲ ପ୍ରଦାନ କରିଥିଲେ । ମନ୍ଦିରର ଏରିଆର ଗୋଟିଏ ପ୍ଲାନିଂ ମେପ କରି ଦେବା ବୋଲି କହିବା ସହ ମୋ ଦ୍ୱାରା ଯେତେବେଳେ ଯାହା ହେବ ସାହାଯ୍ୟ କରିବି ବୋଲି କହିଥିଲେ । ଡାକ୍ତର ଅଜିତ ବାରିକ, ଡାକ୍ତର ବୁଲୁ ବାରିକ, ଯୋଗେନ୍ଦ୍ର ଭୋଇ, ଜଗଦୀଶ ପ୍ରଧାନ ପ୍ରମୁଖ ଯୁବକ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

jayashree
Leave A Reply

Your email address will not be published.