pakka

ଛାତ୍ରଙ୍କ ବେକରେ ଜାଭ୍‌ଲିନ ପଶିଥିବା ଘଟଣାରେ ଆଗଲପୁର ସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସଦାନନ୍ଦ ମେହେର ଜାଭ୍‌ଲିନ ଥ୍ରାେ ବେଳେ ଆଘାତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ଆଇସିୟୁ ଠାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ କେମିତି ଏହି ଘଟଣା ଘଟିଲା, ସେ ସବୁର ତଦନ୍ତ ପାଇଁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ସ୍କୁଲକୁ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ସାହୁ ପରିଦର୍ଶନ କରି ଘଟଣା ବିଷୟରେ ପ୍ରଧାନ ଶିକ୍ଷକ ଓ ଛାତ୍ରମାନଙ୍କୁ ପଚାରି ବୁଝିଥିଲେ ଏବଂ ଆଗକୁ ଛାତ୍ରମାନେ କିପରି ସଚେତନ ଓ ସତର୍କ ରହିବେ ସେ ସବୁ ବିଷୟରେ ଅବଗତ କରାଇଥିଲେ ।

jay balangir
Leave A Reply

Your email address will not be published.

one × three =

error: Content is protected !!