jayashree

ଭାଗ୍ୟବାନ କର୍ମୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ସିଂହାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଙ୍କିଆମୁଣ୍ଡା (କର୍ମୀପଡ଼ା)ର ଭାଗ୍ୟବାନ କର୍ମୀଙ୍କ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ହୋଇ ବଲାଙ୍ଗିର ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପଛରେ ସେ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡି ଯାଇଛନ୍ତି । ଶ୍ରୀ କର୍ମୀ ଜଣେ କଂଗ୍ରେସ କର୍ମୀ ଭାବରେ ଅଞ୍ଚଳରେ କାର୍ଯ୍ୟ କରି ସବ୍ କଲେକ୍ଟର ଭାବରେ ପରିଚିତ ଥିଲେ । ବଡ ପୁଅ ଉପେନ୍ଦ୍ର କର୍ମୀ ମୁଖାଗ୍ନି ଦେଇଥିଲେ । ଶ୍ରୀ କର୍ମୀଙ୍କ ପରଲୋକ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.