pakka

ଧର୍ମପରାୟଣା ମହିଳାଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଶିକ୍ଷକ ଚାନ୍ଦମଣି ସାହୁଙ୍କ ଧର୍ମପତ୍ନୀ ସ୍ୱର୍ଗତା କୌଶଲ୍ୟା ସାହୁଙ୍କ ନିଜ ଶାନ୍ତିପଡ଼ା ଗୃହରେ ଗତ ୧୭ ତାରିଖ ଦିନ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁଶଯ୍ୟା ପାଖରେ ତାଙ୍କର ଦୁଇ ଝିଅ, ଦୁଇ ଜ୍ୱାଇଁ, ଦୁଇ ପୁଅ, ଦୁଇ ବୋହୂ, ନାତିନାତୁଣୀ, ଆତ୍ମୀୟ ସ୍ୱଜନ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଅତି ସରଳ, ଲୋକପ୍ରେମୀ, ଧର୍ମପରାୟଣା ଓ ସୁଗୃହିଣୀ ଭାବେ ତାଙ୍କ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

3 × two =