csstore

ଆଜାଦି କା ଅମୃତ ମହୋତ୍ସବ -୨୦୨୨ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଲ୍ୟାଣପୁର ହାଇସ୍କୁଲରେ ୭୫ ବର୍ଷ ସ୍ଵାଧୀନତା ପୂର୍ତ୍ତି ଅବସରରେ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ପାଳନ କରାଯାଇଛି ଆଜାଦି କା ଅମୃତ ମହୋତ୍ସବ ।ଏହି ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରା, ବରିଷ୍ଟ ଶିକ୍ଷକ ପଣ୍ଡିତ ରବୀନ୍ଦ୍ର ବଳିଆରସିଂହ, ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଅଭିଲିପସା ସେଠୀ, ଓମ ମହାପାତ୍ର, ବିନୟ ମିଶ୍ର, ଚିତ୍ତରଞ୍ଜନ ସେଠୀ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ରୂପେ ସିଆରସିସି କୃତିବାସ ପ୍ରଧାନ ଯୋଗଦାନ କରିଥିଲେ । ଏହି ଉତ୍ସବକୁ ପରିଚାଳନା କରିଥିଲେ ଶାରିରୀକ ଶିକ୍ଷ୍ୟା ଶିକ୍ଷକ ନଟବର ସେଠୀ ।

jayashree
Leave A Reply

Your email address will not be published.