pakka

ଓଡ଼ିଶାରେ ନିଜର ସ୍ଥିତି ଜାହିର୍‌ କଲା ଓମିକ୍ରନ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓମିକ୍ରନ୍‌ ଓଡ଼ିଶାରେ ନିଜର ସ୍ଥିତି ଜାହିର୍‌ କରିଥିବା ବେଳେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂପୃକ୍‌କ୍ତ ଦୁଇ ସଂକ୍ରମିତ ନାଇଜେରିଆ ଓ କାତାରରୁ ଫେରିଥିବା ବ୍ୟକ୍ତି ବୋଲି ରିପୋର୍ଟ ମିଳିଛି । ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା କୁହାଯାଉଛି ।

jay balangir
Leave A Reply

Your email address will not be published.

13 + 3 =

error: Content is protected !!