csstore

କରଣ ସମାଜ ଚିତ୍ର ଗୁପ୍ତ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୩ରେ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୩ ତାରିଖ ଦିନ ବୁଧବାର ତ୍ରୟୋଦଶୀ ତିଥିରେ ସକାଳ ୬ଟାରୁ ୮ଟା ମଧ୍ୟରେ ପଦ୍ମପୁର ଗଡ଼ଭାଟି ସ୍ଥିତ (ଗାଇସିଲାଟ ରୋଡ଼) ଶ୍ରୀ ଶ୍ରୀ ଚିତ୍ରଗୁପ୍ତ କଲ୍ୟାଣ ସଂଘ କରଣ ସମାଜ ପଦ୍ମପୁର ପକ୍ଷରୁ ନିଜସ୍ୱ ସ୍ଥାନରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିର ତଥା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସଂଘର ସଭାପତି ଶିରିଶ କୁମାର ବହିଦାରଙ୍କ ଦ୍ୱାରା ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଣୁ ସମାଜର ସମସ୍ତ ସଦସ୍ୟ, ସଦସ୍ୟା ଭୂମି ପୂଜନ ସ୍ଥାନରେ ଧାର୍ଯ୍ୟ ସମୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ରୂପାୟନ କରିପାରିବା ପାଇଁ ସଂଘର ସଭାପତି ଓ ସଂପାଦକ ଅନୁରୋଧ କରିଛନ୍ତି ।

jayashree
Leave A Reply

Your email address will not be published.