pakka

ଶିଷକେଲାରୁ ୩ ଫୁଟ ୩ ଇଞ୍ଚର ନାଗ ସାପ ଉଦ୍ଧାର

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବିସିକେଶନ ରଣାଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ପରେ ବିକି ପହଁଚି ୩ ଫୁଟ ୩ ଇଞ୍ଚର ନାଗ ସାପକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

4 + thirteen =