ପାଟଣାଗଡ ନବଦୁର୍ଗା ପୂଜା ଆରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ କଲେଜଛକସ୍ଥିତ ଗଙ୍ଗାଧର ପାର୍କଠାରେ ନବଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇର୍ ରବିବାର କଳସ ଯାତ୍ରା ହୋଇଥିଲା । ବହୁ ପୁରୁଷ ମହିଳା ସ୍ଥାନୀୟ ପୟ୍‌ଚମୁଖୀ ହନୁମାନ ମନ୍ଦିର ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ପୂର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । ସୋମବାର ପୂଜା ଆରମ୍ଭ ହୋଇଥିଲା । ପ୍ରଥମ ଦିନ ମା’ଙ୍କ ଶୈଳପୁତ୍ରୀ ପୂଜା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.