ବକଟି ଗ୍ରାମରେ କରେଣ୍ଟ ଲାଗି ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅର୍ନ୍ତଗତ ବକଟି ଗ୍ରାମରେ ଘରେ ଇଲେକ୍ଟ୍ରି କାମ କରୁଥିବା ବେଳେ କରେଣ୍ଟ ଲାଗି ଜଣଙ୍କ ମୃତୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ସୌରୁତ୍ତମ୍ ପ୍ରଧାନ ବୋଲି ଚିହ୍ନଟ ହୋଇଛନ୍ତି । ଘଟଣା ପରେ ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ୍ ପାଇଁ ଭୀମ ଭୋଇ ମେଡ଼ିକାଲକୁ ପଠାଇଛି । ଘଟଣା ସମ୍ପର୍କରେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.