ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଦରିଗୁଡ଼ା ନିକଟରେ ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି । ସୂଚନା ଅନୁସାରେ ଗୋଟିଏ ରାସ୍ତାକଡ଼ରେ ବାଇକ ରଖି ଗୋଟିଏ ଗଛରେ ପ୍ରେମିକ-ପ୍ରେମିକା ଦୁହେଁ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କର ଘର ଏମପିଭି-୯୪ ରେ ହୋଇଥିବା ବେଳେ ଯୁବତୀଙ୍କର ଘର ଏମପିଭି -୫୪ରେ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକେ ମୃତଦେହକୁ ଦେଖି କାଲିମେଳା ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

3 × 1 =