jayashree

ସୁନ୍ଦରପୁର ଗ୍ରାମରେ ବିଜେପିର ମିଶ୍ରଣ ପର୍ବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ବିଜେପିର ଏକ ଜବରଦସ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଶତାଧିକ ବିଜେଡି କର୍ମୀ ଓ ନେତାମାନେ ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଆଦର୍ଶ ଚିନ୍ତାଧାରା ସହ ଜଡ଼ିତ ହୋଇ ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋର୍ ଦାର୍ ବିଜେପି ପାଇଁ ସମ୍ମାନର ସହ କାର୍ଯ୍ୟକରିବେ ବୋଲି କର୍ମୀ ଓ ନେତାମାନେ ମତ ପୋଷଣ କରିଛନ୍ତି ।

Leave A Reply

Your email address will not be published.