ନଈକୁ ଡେ଼ଇଁ ଆତ୍ମହତ୍ୟା ମାମଲା : ୨ ଦିନ ହେଲା ନିଖୋଜ ଥିଲେ ୨ ଭଉଣୀ, ଜଣଙ୍କ ମୃତଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖରୁ ତୁଷୁରା ‌ସ୍ଥିତ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସୋନପୁର ଜିଲ୍ଲା ତରଭା ସିଂହାଣୀ ପଞ୍ଚାୟତ ବଡ଼କେନ୍ଦା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି । ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା ବୋଲି ପୁଲିସ‌ ସୂତ୍ରରୁ ଜଣାପଡ଼ିଛି । ତେବେ ତାଙ୍କ ଭଉଣୀଙ୍କ ଏ ଯାଏ ପତ୍ତା ମିଳି ପାରିନାହିଁ।

Leave A Reply

Your email address will not be published.