csstore

ରାଷ୍ଟ୍ରୀୟ ଏକତା ଦିବସରେ, ମିନି ମାରାଥନ ଦୌଡ଼

ମୁନିଗୁଡା, (ରମାକାନ୍ତ ପଡାଲ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲେକ୍ଷେ ରାଷ୍ଟ୍ରୀୟ ଏକତା ପାଇଁ ଓଡ଼ିଶା ପୋଲିସ ତରଫରୁ ରନଫର ୟୁନିଟି ଗଣ ଦୌଡ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା, ମୁନିଗୁଡା, ବିଷମ କଟକ, ଚନ୍ଦ୍ରପୁର ଥାନା ଅଧୀନରେ ଆଜି ସକାଳ ସମୟରେ ଅନୁଷ୍ଠିତ ହୋଇଯାଇଛି ମିନି ମାରାଥନ । ଏହି ମାରାଥନ ଦୌଡରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ହଷ୍ଟେଲ ପିଲାମାନେ ସାମିଲ ହୋଇଥିଲେ । ଦୌଡରେ ଭାଗ ନେଇଥିବା ପିଲାଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରଫି ଦେଇ ଉତ୍ସାହିତ କରାଯାଇଥିଲା ।

jayashree
Leave A Reply

Your email address will not be published.