jsm

ମାଉସୀ ମାଁ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବାଙ୍କଚୁଡ ବେଶ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ମାଉସୀ ମାଁ ମନ୍ଦିରରେ ଆଜି ଶ୍ରୀ ଜଗନ୍ନାଥଙ୍କ ବାଙ୍କଚୁଡ ବେଶ ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଭଜନ କୀର୍ତ୍ତନ ପ୍ରତ୍ୟହ ଚାଲିଥିବା ବେଳେ ଏହି ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଖୁବ୍ ଗହଳି ଦେଖି ବାକୁ ମିଳିଥିଲା । ଏହି ଅବସରରେ ପୂଜା କାର୍ଯ୍ୟ ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ରାଜାଙ୍କ ପ୍ରତିନିଧି ବୁଧେନ୍ଦ୍ର ପ୍ରତାପ ସିଂହଦେଓ, କେଦାର ମହାରଣା, ପ୍ରକାଶ ଚନ୍ଦ୍ର ସାହୁ, ରମାକାନ୍ତ ପ୍ରହରାଜ, ସନ୍ତୋଷ କୁମାର ଦୁବେ, ପ୍ରବୀର ଚନ୍ଦ୍ର ସାହୁ, ଦିନେଶ ସାହୁ, ପପୁ ଗୌଡ, ହିତେଶ କୁମାର ସ୍ୱାଇଁ, ସୁରେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.