csstore

ଅଠରଗଡ ଗୋଁଣ୍ତ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ଅଖିଳ ଭାରତୀୟ ଗୋଁଣ୍ତ ସମାଜରୁ ପୁରେନା ସର୍କଲ ଶୁକଦେବ ମାଝୀ, ମଦନ ଭୋଇ, ଦୁର୍ଯ୍ୟୋଧନ ପୁଟା, ସୁବ୍ରତ ଦିୱାନ, ଦଶରଥ ନେତାମ, ପ୍ରଭୁନନ୍ଦ ଧରୁଆ, ଭୋଜରାଜ ଧରୁଆ, ତୁର୍ଲା ସର୍କଲରୁ ଭୋଲାନାଥ ଜଗତ, ଭୈଷାଦର୍ହା ସର୍କଲରୁ ଚିତ୍ତରଞ୍ଜନ ପୋର୍ରେ, ଡଭା ସର୍କଲ ଆଦି ଅଠରଗଡ ମହାସଭାରେ ଯୋଗଦାନ କରିଥିଲେ । ଏହି ମହାସଭା ବୈଠକରେ ନୂତନ କମିଟିର ଅଧ୍ୟକ୍ଷ ଭାବେ ରାଜା ଦେବେନ୍ଦ୍ର ବାହାଦୂର ସିଂଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନୂତନ ନିୟମାବଳୀ ପାରିତ ହୋଇଥିଲା । ଏଥିରେ ଅଠରଗଡ ରାଜ୍ୟରୁ ମାନ୍ୟଗଣ୍ୟ ମହିଳା ଓ ପୁରୁଷ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.