pakka

ମଦ୍ୟପ ଡ୍ରାଇଭର ହଟହଟା : ଗ୍ୟାସ ବୋଝୋଇ ଟ୍ରକ ରାସ୍ତାକଡର ସର୍ଭିସ ଲାଇନ ତାର ଛିଣ୍ଡାଇଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ମଦ୍ୟପ ଡ୍ରାଇଭର ମାତ୍ରାଧିକ ମଦ୍ୟପାନ କରି ଗାଡି ଚଲାଇ ହଟହଟା ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ରାତିରେ ମଦ୍ୟପ ଡ୍ରାଇଭର ହାଲୁଲି ନାଏକ ଗ୍ୟାସ ବୋଝୋଇ ଏକ ଟ୍ରକ ଚଲାଉ ଥିବା ବେଳେ ସୁଦପଡା ଭାଟି ନିକଟରେ ରାସ୍ତାକଡରେ ଥିବା ସର୍ଭିସ ଲାଇନ ତାର ଛିଣ୍ଡାଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ସ୍ଥାନୀୟ ଲୋକେ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମାରେ ଦେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

5 × 5 =

error: Content is protected !!