ଅଙ୍କିତା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌. ଟପ୍ପର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌. ଟପ୍ପର ହୋଇଛନ୍ତି ଅଙ୍କିତାରାଣୀ ଆଚାର୍ଯ୍ୟ । ସେ ୮.୫୦ ସିଜିପିଏ ମାର୍କ ରଖି ଏହି ସଫଳତା ପାଇ ପାରିଛନ୍ତି । ୰ଅମୀୟ ରଂଜନ ଆଚାର୍ଯ୍ୟ ଏବଂ ଗୋଲାପିନୀ ଆଚାର୍ଯ୍ୟଙ୍କ କନ୍ୟା ଅଙ୍କିତାଙ୍କ ସଫଳତା ତାଙ୍କ ପରିବାର ତଥା ବନ୍ଧୁବର୍ଗରେ ଉତ୍ସାହ ଖେଳାଇ ଦେଇଛି । ଅଧ୍ୟାପନା ଦିଗ ପ୍ରତି ତାଙ୍କ ରୁଚି ରହିଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

16 + 15 =