pakka

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଅଭିଯୋଗ

bbehera

ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରେମୁଣା କ୍ଷୀରଚୋରା ମନ୍ଦିର ନିକଟ ଇଞଗରୁ ଲୁଟ୍‌ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ତେବେ କେତେ ଟଙ୍କା ଲୁଟ୍‌ ହୋଇଛି ସ୍ପଷ୍ଟ ହୋଇନାହିିଁ । ଏହି ଘଟଣାକୁ ନେଇ ପୋଲିସର ଛାନ୍‌ଭିନ୍‌ ଜାରି ରହିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

5 × 3 =