ମାଁ ପାଟ୍‌ନେଶରୀ ଆର୍‌ ସମଲେଇ ଠାନେ ନୂଆଁ ଲାଗ୍‌ଲା : ଜୁହାର୍‌ ଭେଟ୍‌ ଥି ଏଛିନ୍‌ ଗହ ଗହ ଗାଁ ଠାନୁଁ ସହର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୀତି ନୀତି ହିସାବେ ମାଁ ପାଟ୍‌ନେଶରୀ ଆର୍‌ ସମଲେଇ ଠାନେ ଆଏଜ୍‌ ନୂଆଁ ଲାଗ୍‌ଲା ଉତାରୁ ବଲାଙ୍ଗିର୍‌ ଜିଲ୍ଲାବାସୀ ନୂଆଁ ଖାଇଛନ୍‌ । ନୂଆଁ ଖାଇ ସାର୍‌ଲା ପରେ ଏଛିନ୍‌ ଜୁହାର୍‌ ଭେଟ୍‌ ଥି ଗହ ଗହ ଗାଁ ଠାନୁ ସହର୍‌ । ସବୁ ଇସ୍‌ରୋ ବିସ୍‌ରୋ, ରାଗ୍‌ରୁଷା, ମୁହୁଁ ଫୁଲାଫୁଲି ପାସ୍‌ରି ଦେଇ ସଭେ ଜୁହାର୍‌ ଭେଟ୍‌ ହେବାର୍‌ ସାଙ୍ଗେ ଗୁଟେ ସେନ୍‌ହୋ ଶର୍‌ଧାର୍‌ ଗଂଗା ବୁହେଇ ଦେବାର୍‌ ଥି ସଭେ ସାମିଲ୍‌ ।

Leave A Reply

Your email address will not be published.

6 − five =

error: Content is protected !!