pakka

ବେଆଇନ ମୋରମ୍‌ ଚାଲାଣ, ଟ୍ରାକ୍ଟରରୁ ଜୋରିମାନା ଆଦାୟ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବେଆଇନ ଭାବେ ମୋରମ୍‌ ଚାଲାଣ ହେଉଥିବା ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ମହୁରୁଣ୍ଡି ଗାଁ ନିକଟରେ ସୋମବାର ଚଢାଉ କରିଥିବା ଜଣାପଡିଛି । ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ମୋରମ୍‌ ନେଇ ଯାଉଥିବା ଟ୍ରାକ୍ଟରରୁ ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ ।

Leave A Reply

Your email address will not be published.

one × four =