ବିଜେପି ଛାଡ଼ି ପାଟଣାଗଡ଼ ବିଜେଡ଼ିରେ ଯୋଗଦେଲେ ୭୦ ଜଣ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକର ଦମକିପାଲି ଓ ଚୁଲାଦୋରୋ ଗ୍ରାମର ୭୦ ଜଣ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ପ୍ରତି ଅନୁପ୍ରାଣିତ ହୋଇ ତଥା ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ପ୍ରତି ଆକର୍ଷିତ ହୋଇ ସେମାନେ ବିଜେପି ଛାଡ଼ି ବିଜେଡ଼ିରେ ମିଶିଥିବା କହିଛନ୍ତି । ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ।

Leave A Reply

Your email address will not be published.

20 + nine =