କିଡିନି ରୋଗ କବଳରେ ରାଜକେଲ ଗାଁ : ୭ ଦିନରେ ଗଲାଣି ୨ ଜଣଙ୍କ ଜୀବନ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ରାଜକେଲ ଗାଁ ଏବେ କିଡିନି ରୋଗ କବଳରେ । ଗତ ସପ୍ତାହେ ମଧ୍ୟରେ କିଡିନି ରୋଗରେ ଆକ୍ରାନ୍ତ ହୋଇ ଏହି ଗାଁର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଏବେ ବି ଅନେକ ଲୋକ କିଡିନି ରୋଗରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.