ପାଇକ ସଂଗ୍ରାମୀ ସେନାପତି ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାଇକ ସଂଗ୍ରାମୀ ସେନାପତି ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ପାଇକ ବିଦ୍ରୋହର ସେନାପତି ଜୟୀ ରାଜଗୁରୁଙ୍କ ଜୟନ୍ତୀ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ଏଜି ଛକସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭକ୍ତିପୂତ ଭାବେ ତାହାଙ୍କ ଜୟଗାନ କରାଯାଇଛି ।

Leave A Reply

Your email address will not be published.